ଝାରସୁଗୁଡା: ଝାରସୁଗୁଡ଼ାରେ ଏପ୍ସିଲନ୍ କାର୍ବନ୍ କମ୍ପାନୀ ବିରୋଧରେ ଗ୍ରାମବାସୀଙ୍କ ଅସନ୍ତୋଷ
ଝାରସୁଗୁଡ଼ାର ଶ୍ରୀପୁରା ଗ୍ରାମବାସୀ ଜମି ଦେଇ ମଧ୍ୟ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପ୍ସିଲନ୍ କାର୍ବନ୍ କମ୍ପାନୀ ବିରୋଧରେ ଅଭିଯୋଗ ଆଣି ସ୍ଥାନୀୟ ଲୋକେ ନିଯୁକ୍ତି ଦାବି କରିଛନ୍ତି। #Jharsuguda #Sripura #OdishaNews #LocalIssues