#ଆସ_ବୁଲିଯିବା_ବାଣିଜ୍ୟ_ମେଳା । ମୀନାବଜାର ଠୁ ଆରମ୍ଭ କରି ରହିଛି ଘର କରଣ ସାମଗ୍ରୀ । ମାଲକାନଗିରି ଜିଲ୍ଲା ଷ୍ଟାଡିୟମ ଠାରେ ଅରୂପା ତରଫରୁ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ମେଳା ମାଲକାନଗିରି ରେ କରାଯାଇଛି । ଏହି ମେଳାରେ ବିଭିନ୍ନ ଘର ଉପକରଣ , ଆୟୁର୍ବେଦିକ ଔଷଧ , ପୋଷାକ ଭଳି ଅନେକ ସାମଗ୍ରୀର ଷ୍ଟଲ ରହିଛି । ଏହି ମେଳା ୫ ଅଗଷ୍ଟ ଠାରୁ ଆରମ୍ଭ ହୋଇଛି ଓ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ ।