#କୋରାପୁଟ_ନନ୍ଦପୁର_ସଡକ_ଦର୍ଘଟଣା,
ସ୍କୁଟି ଓ ଆପାଚି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର,5
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ନିକଟରେ ସ୍କୁଟି ଓ ଆପାଚି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଖୁର୍ଜୀ ପଞ୍ଚାୟତ ଅନ୍ତର୍ଗତ ଅଅଁଳାଘାଟି ଗ୍ରାମର ପ୍ରଦୀପ ମୁଦୁଲି (୨୨) ଓ ତାଙ୍କ ସମ୍ପର୍କୀୟ ଭାଇ ସୁରେଶ ମୁଦୁଲି (୨୫) ଏକ ଆପାଚି ବାଇକ୍ରେ କୌଣସି କାମ ସାରି ନିଜ ଗାଁକୁ ଫେରୁଥିଲେ।