ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦ୍ରୁତଗତିରେ ଟ୍ରକ୍ ଚଳାଉଥିବାବେଳେ ଧରିଲା ପୋଲିସ । ମାଲକାନଗିରି କଲେଜ ଛକ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍କୁ ଟ୍ରାଫିକ୍ ପୋଲିସ ଅଟକାଇଛି। ଦୁଇ ଚକିଆ ମୋଟରସାଇକେଲରେ ପିଛା କରି ଟ୍ରକ୍କୁ ଅଟକାଇବା ପରେ ପିସିଆର ଟିମ୍କୁ ଡକାଇ ଥାନାକୁ ନିଆଯାଇଥିଲା।
#Malkangiri