ବାରିପଦା ସଦର: ମୟୂରଭଞ୍ଜରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ: ଅଧିକାରୀଙ୍କ ଦ୍ୱାରା ସାଧୁତାର ଶପଥ
ମୟୂରଭଞ୍ଜ ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ। ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ଗ୍ରହଣ କଲେ ଶପଥ। 'ସାଧୁତାରୁ ସମୃଦ୍ଧି' ବିଷୟବସ୍ତୁ ସହ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ।