ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲିଙ୍ଗରାଜ ଥାନା ଅଞ୍ଚଳରୁ ସ୍କର୍ପିଓରୁ ବ୍ୟାଗ ଲୁଟ ଘଟଣା, 4 ଗିରଫ ନେଇ ପୋଲିସ କମିଶନରଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ପ୍ରତିକ୍ରିୟା
ଲିଙ୍ଗରାଜ ଥାନା ଅଞ୍ଚଳରୁ ସ୍କୋର୍ପିଅ ଗାଡ଼ିରୁ ବ୍ୟାଗ ଲୁଟ ଘଟଣା | 4ଜଣଙ୍କୁ ଗିରଫ ନେଇ ପୋଲିସ କମିସନର ଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ସାମ୍ବାଦିକ ସମ୍ମିଳନୀ | ଗିରଫ ଅଭିଯୁକ୍ତ ମାନେ ହେଲେ ତାମିଲନାଡୁ ଗ୍ୟାଙ୍ଗ | ସେମାନଙ୍କ ନିକଟରୁ 19ହଜାର 200ଟଙ୍କା, 35ଟି ଆଇରନ ବଲ, ଆପଲ ଆଇ ପେଡ, 3ଟି ଏୟାର ବ୍ୟାଗ | ସେମାନଙ୍କ ନାଁରେ ସହିଦନଗର ଓ କ୍ୟାପିଟାଲ ଥାନାରେ ମାମଲା ରହିଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ |