Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୈତ୍ରୀ ବିହାର ଥାନା ଅଞ୍ଚଳରୁ 5ଜଣ ବ୍ରାଉନସୁଗର ବେପାରୀ ଗିରଫ ନେଇ ପୋଲିସ କମିସନରଙ୍କ ଅଫିସରେ ସୁରେଶ ଦେବଦତ୍ତ ସିଂଙ୍କ ସାମ୍ବାଦିକ ସମ୍ମିଳନୀ

ମୈତ୍ରୀ ବିହାର ଥାନା ଅଞ୍ଚଳରୁ 254ଗ୍ରାମ ବ୍ରାଉନସୁଗର ଜବତ | 5ଜଣ ଅଭିଯୁକ୍ତ ଙ୍କୁ ଗିରଫ କଲା ମୈତ୍ରୀ ବିହାର ଥାନା ପୋଲିସ | ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ପଦ କୁମାର ଦାସ, ଶିବାନନ୍ଦ ମହାପତ୍ର, ମଲିକ ସହିଦ ଅଲି, ସଦାଶିବ ଜଗଦେବ ଏବଂ ରାଜେନ୍ଦ୍ର ମହାପାତ୍ର | ସେମାନକ ନିକଟରୁ 3ଟି ମୋଟର ସାଇକେଲ ଏବଂ 3ହଜାର 500ଟଙ୍କା ଜବତ କଲା କମିସନରେଟ ପୋଲିସ | ଗିରଫ ସମସ୍ତ ଅଭିଯୁକ୍ତ ଙ୍କ ନାଁରେ କମିସନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି |

MORE NEWS