ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ର କାର୍ଯ୍ୟ ଶୁଚି ନେଇ କଂଗ୍ରେସ ଭବନରେ ଭକ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ
11.30 ରେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚିବେ ରାହୁଲ | ବିମାନ ବନ୍ଦର ରୁ ସିଧା ବରମୁଣ୍ଡା ପଡିଆ ଯିବେ ରାହୁଲ | ରାସ୍ତା ରେ ବିଭିନ୍ନ ଛକ ରେ ରାହୁଲ ଙ୍କ ସ୍ୱାଗତ ପାଇଁ ରହିବେ କଂଗ୍ରେସ କର୍ମୀ | 12 ଟା ରେ ସଭା ରେ ଯୋଗ ଦେବେ ରାହୁଲ ଗାନ୍ଧୀ | ସଭା ସରିବା ପରେ ଚାଷୀ ଙ୍କ ଦୁଇଟି ଡେ଼ଲିଗେଶନ ଟିମ କୁ ସାକ୍ଷାତ କରିବେ | 3 ଟା ରେ କଂଗ୍ରେସ ଭବନ ରେ ବସିବ ବଡ଼ ବୈଠକ | ପ୍ରଥମେ ପଲିଟିକାଲ ଏ ଫାୟ କମିଟି ସହ ବୈଠକ କରିବେ ରାହୁଲ | ଏହା ପରେ ବିଧାୟକ ଓ ପିସିସି ଅଫିସର ବିଅରର ଙ୍କ ସହ ହେବ ଆଲୋଚନା |