ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଜଗନ୍ନାଥ ପ୍ରଧାନ ଙ୍କୁ ମିଳିଲା ଜାମିନ;ଏନେଇ କଳ୍ପନା ସ୍ଥିତ କୋର୍ଟରେ ପ୍ରତିକ୍ରିୟା ରଖିଲେ ଜଗନ୍ନାଥଙ୍କ ଓକିଲ ଚିତ୍ତ ରଂଜନ ଦାସ
ଜଗନ୍ନାଥ ପ୍ରଧାନ ଙ୍କୁ ମିଳିଲା ଜାମିନ।ଏନେଇ ତାଙ୍କ ଓକିଲ ଚିତ୍ତ ରଂଜନ ଦାସ ଙ୍କ ପ୍ରତିକ୍ରିୟା।ଜଗାଙ୍କ ଏହି ମାମଲାରେ କୌଣସି ସଂପୃକ୍ତି ନଥିବା, କୌଣସି ସାକ୍ଷୀ ନଥିବା, ଓ ଅଭିଯୋଗକାରୀଙ୍କ ସେଭଳି କିଛି କ୍ଷତ ନଥିବା ଯୁକ୍ତି ବାଢିଥିଲେ ଚିତ୍ତ ରଂଜନ ଦାସ ।ସେହିପରି ଜଗା ଓ ରତ୍ନାକର ସାହୁଙ୍କ ସହ ହୋଇଥିବା ୨୭୯ ସେକେଣ୍ଡ ଙ୍କ କଥାବାର୍ତ୍ତାର ଅଡିଓ ପ୍ରମାଣ ମଧ୍ୟ ଦେଇପାରିନଥିଲେ।ଆଜି SDJM କୋର୍ଟ ରେ ଏହି ଜାମିନଦାର ଓ ତିରିଶ ହଜାର ଟଙ୍କା ସହ ହାଜର ହେବେ। ଏହା ପରେ ରିଲିଜ୍ ଅର୍ଡର କୋର୍ଟ କୁ ଯିବ।ଆଜି ସନ୍ଧ୍ୟାରେ ଜଗା ପ୍ରଧାନ ଜେଲ ରୁ ମୁକୁଲିବେ।