Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Bihar
कांग्रेस
Congress
Modi
Delhi
Viral
Jharkhand
Up
Bollywood
दिल्ली
Breakingnews
Narendramodi
Madhya_pradesh
अयोध्या
उत्तरप्रदेश
Pmmodi
Rahulgandhi
कानपुर
Uttarpradesh
Haryana
Lucknow
तेजस्वी_यादव
Uttarakhand
लखनऊ
Crimenews
महंगाई
adarshnewslive
#ଇପ୍ସିତାଙ୍କୁ_ଉଠାଇନେଲା_ପୋଲିସ_ଛାତ୍ରୀଙ୍କ_ପ୍ରତିବାଦ ମତଦାନ ବେଳେ ରମାଦେବୀ କ୍ୟାମ୍ପସରୁ ବିସିଜେଡି ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ଉଠାଇନେଲା ପୋଲିସ; ପ୍ରତିବାଦ କଲେ ସମର୍ଥକ ଛାତ୍ରୀ। #IpsitaSahu #BCJD #RamaDeviUniversity #StudentElection #Bhubaneswar #OdishaNews #AdarshNewsLive
Malkangiri, Malkangiri
| Oct 15, 2026
#ଇପ୍ସିତାଙ୍କୁ_ଉଠାଇନେଲା_ପୋଲିସ_ଛାତ୍ରୀଙ୍କ_ପ୍ରତିବାଦ
#ipsitasahu
#bcjd
#ramadeviuniversity
#studentelection
#bhubaneswar
#odishanews
#adarshnewslive
MORE NEWS
ମାଲକାନଗିରି ବିଧାୟକଙ୍କ ଆକ୍ସନ ମୁଡ୍! ଏମ୍ଆର୍ପି ଠାରୁ ଅଧିକ ଦାମରେ ମଦ ବିକ୍ରି ଅଭିଯୋଗ, ସଦର ଅଞ୍ଚଳର ଏକ ବିଦେଶୀ ମଦ ଦୋକାନରେ ଅଚାନକ ଚଢ଼ାଉ କଲେ ବିଧାୟକ ଶ୍ରୀ ନରସିଂହ ମାଡକାମୀ।
Malkangiri, Malkangiri | Nov 12, 2026
#ଚଢ଼ାଦରରେ_ମଦବିକ୍ରିକୁ_ନେଇ_ପ୍ରତିକ୍ରିୟା ଚଢ଼ାଦରରେ ମଦ ବିକ୍ରି ପ୍ରସଙ୍ଗରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ପ୍ରତିକ୍ରିୟା #Chitrakonda #Malkangiri #OdishaNews #LiquorOverpricing #MLA #ExciseDepartment #PublicInterest #AdarshNewsLive
Malkangiri, Malkangiri | Nov 12, 2026
ମାଲକାନଗିରିରେ ଲୋକଙ୍କ ପାଇଁ ମାଗଣା ମେଡିକାଲ କ୍ୟାମ୍ପ। AVOS ଏବଂ ଡୋଲେରିୟମ୍ର ମିଳିତ ସହଯୋଗରେ ଆୟୋଜିତ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ହେଲ୍ଥ କାର୍ଡ ପ୍ରଦାନ।
Malkangiri, Malkangiri | Nov 12, 2026
ମାଲକାନଗିରି ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
Malkangiri, Malkangiri | Nov 12, 2026
#ନୂତନ_ହିତାଧିକାରୀଙ୍କୁ_ଭତ୍ତା_ସୁ ଭାରମ୍ବ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ #MadhuBabuPensionYojana #PensionScheme #Beneficiaries #SocialSecurity #OdishaNews #PublicWelfare #PensionDistribution #AdarshNewsLive
Malkangiri, Malkangiri | Nov 12, 2026
Malkangiri, Malkangiri | Nov 12, 2026
ଦୀପାବଳି ସରିଲା, ହେଲେ ସଫେଇ କର୍ମଚାରୀଙ୍କ କାମ ସରିନି ଘର ସଂସାର ଛାଡ଼ି ବଡ଼ି ଭୋରୁ ସହର ସଫା କରିବାରେ ଲାଗିପଡ଼ିଛନ୍ତି ମାଲକାନଗିରି ପୌର ପରିଷଦର ସଫେଇ କର୍ମଚାରୀ। #BreakingNews #Malkangiri #malkangirimunicipality #collector #MalkangiriDistrict #SanitationWorkers
Malkangiri, Malkangiri | Nov 11, 2026
ମାଲକାନଗିରି ସଦର ବ୍ଲକ୍ ପଡ଼ିଆ ଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗାନକୁ ନେଇ ଏକ ସାଂଗଠନିକ ବୈଠକ ଓ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। #Malkangiri #Bjp #politicsnews
Malkangiri, Malkangiri | Nov 11, 2026
ଯୁବ କଂଗ୍ରେସକୁ ମଜବୁତ୍ କରିବା ପାଇଁ ନାମାଙ୍କନ ସଭା ଅନୁଷ୍ଠିତ। ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ଦଳରେ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱ। ଯୁବ କଂଗ୍ରେସକୁ ଆହୁରି ସଶକ୍ତ କରିବା ଏବଂ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ନେଇ ସଭାରେ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଯୁବଶକ୍ତି ହିଁ କଂଗ୍ରେସ ସଂଗଠନର ମୁଖ୍ୟ ଆଧାର ହେବ ବୋଲି ଦଳ ଆଶା ପ୍ରକାଶ କରିଛି। #YouthCongress #Congress #Malkangiri #DailyMalkangiri
Malkangiri, Malkangiri | Nov 11, 2026