#ନରାଜ_ଡାଟା_ସେଣ୍ଟରକୁ_ବିରୋଧ ନରାଜରେ ପ୍ରସ୍ତାବିତ ଆଦାନୀ ଡାଟା ସେଣ୍ଟରକୁ ବିରୋଧ; ଜଳ ଓ ପରିବେଶ ଉପରେ ପ୍ରଭାବ ନେଇ ଆଶଙ୍କା ଦର୍ଶାଇ ପ୍ରକଳ୍ପ ବାତିଲ ଦାବି କଲା SUCI(C) #Naraj #Cuttack #OdishaNews #AdaniGroup #DataCentre #Environment #WaterResources #AdarshNewsLive