Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଧରାକୋଟ: ସୁବର୍ଣ୍ଣପୁର ଗ୍ରାମରେ ବିଜୁଳି ସମସ୍ୟା ସମାଧାନ ନେଇ ସମ୍ମିଳନୀ ରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶଦେବାପରେ ଗ୍ରାମରେ ପହଞ୍ଚିଲା ପ୍ରଶାସନ

Dharakote, Ganjam | Nov 19, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁଵର୍ଣପୁର ଗ୍ରାମ ରେ ବହୁ ବର୍ଷ ଧରି ବିଜୁଳି ସମସ୍ୟା ଲାଗିରହିଥିଲା l ଗ୍ରାମ ବାସୀ ବର୍ଷ ବର୍ଷ ଧରି ଅନ୍ଧାରରେ ରହୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ବୈଠକରେ ସୁବର୍ଣ୍ଣପୁର ଗାଁ ର ବିଜୁଳି ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ପରେ ଧରାକୋଟ ବି ଡି ଓ ସଂଗ୍ରାମ କେଶରୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ,ସରପଞ୍ଚ ଯୋଗେନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ଥିଲେ l