Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ମହୁଲପାଲି: ଲପଡ଼ା ରାଜସ୍ୱ ଗ୍ରାମରେ ଥିବା ଧୁରୁଆପଡ଼ା ଓ ପରଧିଆପଡ଼ା ରାସ୍ତା କାଦୁଅ ରେ ଭର୍ତ୍ତି, ଅଭିଯୋଗ କଲେ ଗ୍ରାମବାସୀ #jansamasya

Mahulpalli, Sambalpur | Sep 14, 2025
ସମ୍ବଲପୁର ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ଲପଡ଼ା ରାଜସ୍ୱ ଗ୍ରାମରେ ଥିବା ଧୁରୁଆପଡ଼ା ଓ ପରଧିଆପଡ଼ା ରାସ୍ତା କାଦୁଅ ରେ ଭର୍ତ୍ତି ହୋଇ ରହିଥିବା ବେଳେ ଏନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଅନେକଥର ଗ୍ରାମବାସୀ ମାନେ ପଞ୍ଚାୟତଠୁ ଆରମ୍ଭ କରି ବିଡ଼ିଓ, ଉପ ଜିଲ୍ଲାପାଳ ତଥା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନାହିଁ।ଶେଷରେ ନିରୁପାୟ ହୋଇ ଗ୍ରାମବାସି ମାନେ ରବିବାର ସନ୍ଧ୍ୟା ୫ ଟା ସମୟରେ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।