ବାରିପଦା ସଦର: କୁସୁମଘାଟିରେ ମା’ ଲକ୍ଷ୍ମୀ ପୂଜା: ପ୍ରସାଦ ବାଣ୍ଟିଲେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡି
ବାରିପଦା ନିର୍ବାଚନ ମଣ୍ଡଳୀର କୁସୁମଘାଟିରେ ମା’ ଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ। ପୂର୍ବତନ ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମା’ଙ୍କୁ ଦର୍ଶନ କରିବା ସହ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରିଛନ୍ତି।