Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana
No video available

ଜରଡା: ଜରଡା ପଞ୍ଚାୟତ ତରଫରୁ ରଥ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ।

Jarada, Ganjam | Jun 28, 2025
ଜରଡା ପଞ୍ଚାୟତ ତରଫରୁ ରଥ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ଠାରେ ପ୍ରସିଦ୍ଧ ପାର୍ଥ ସାରଥି କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ପୂର୍ବରୁ ଜରଡ଼ା ରଥ ଦାଣ୍ଡ,ଟ୍ରଫିକ ସ୍ଥାନ, ବାଇପାସ୍ ରୋଡ ଓ ଗଚ୍ଛିତ ଅଳିଆ ଆବର୍ଜ୍ଜନା ସ୍ଥାନକୁ ସଫା କରାଯାଇଥିବା ବେଳେ ଗତକାଲି ଅନୁଷ୍ଠିତ ହୋଇଥିବା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଅଧିକ ଜନସମାଗମ ହୋଇଥିବା ବେଳେ ରଥଦାଣ୍ଡ କୁଢ଼ କୁଢ଼ ପୋଲିଥିନ ଜରି ଓ ଅଳିଆ ଆବର୍ଜ୍ଜନାରେ ଭରପୁର ହୋଇଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ସାଢେ଼ ତିନି ଘଣ୍ଟା ସମୟରେ ଜରଡା ପଞ୍ଚ
ଜରଡା: ଜରଡା ପଞ୍ଚାୟତ ତରଫରୁ ରଥ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ। - Jarada News