Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ବଡମ୍ବା: କୁସପଙ୍ଗି ବେରଣା ବନ୍ଧ ନିକଟରେ ଗୋରୁ ଗାଡି ଅଟକାଇ ଜବତ କଲା ବାଙ୍କୀ ପୋଲିସ

Badamba, Cuttack | Apr 30, 2025
ମଧ୍ୟାନ୍ନ ରେ କୁସପଙ୍ଗି ବେରଣାବନ୍ଧ ନିକଟରେ ଗୋରୁ ଗାଡି କୁ ଅଟକାଇ ଗୋରୁ ଉଦ୍ଧାର କଲା ପୋଲିସ। ବାଙ୍କୀ ପୋଲିସ ପକ୍ଷରୁ ଚାଳକ ଙ୍କୁ ଅଟକ୍ ସହ୨୦ ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଗୋଶାଳା କୁ ପଠା ଯାଇଛି।ଅପରାହ୍ନ ରେ ଏନେଇ ବାଙ୍କୀ ପୋଲିସ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆ ଯାଇଛି।