Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

ବଡମ୍ବା: ନୂଆ ବ୍ରହ୍ମପୁରା ଗାଁ ନିକଟରେ ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳ ବେହେରା ଅଖିମୁଠି ଅନୁକୂଳ କରିଛନ୍ତି

Badamba, Cuttack | Apr 30, 2025
ଅପରାହ୍ନ ରେ ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳ ବେହେରା ଅଖିମୁଠି ଅନୁକୂଳ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅଵସର ରେ ବଡମ୍ବା ନରସିଂହପୁର ବିଧାୟକ ଶ୍ରୀ ବିଜୟ ଦଳବେହେରା ନରସିଂହପୁର ସ୍ଥିତ ନୂଆ ବ୍ରହ୍ମପୁରା ଅଞ୍ଚଳରେ ଅଖିମୁଠି ଅନୁକୂଳ କରିଛନ୍ତି। ସ୍ଥାନୀୟ ବିଧାୟକ ଓ କୃଷକ ସାଥିଙ୍କ ସହ ମିଶି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାଟି ମାଆ କୁ ମୁଣ୍ଡିଆ ମାରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବଳଦ ରେ ପଡିଥିବା ଲଙ୍ଗଳ ଧରି ବିଧାୟକ ନିଜେ ଧାନ ମୁଠି ପକାଇ ଚାଷ କରିଥିବା ଦେଖିବାକୁ ମିଳିଛି। ନରସିଂହପୁର ରୁ ଏହି ଅଖି ମୁଠି ଅନୁକୂଳ ହୋଇଛି।