ବଡମ୍ବା: ବଡମ୍ବା ପୋଲିସ ପକ୍ଷରୁ ଚୋରି ଘଟଣା ରେ ଜଣେ ଗିରଫ
ରାତ୍ରି ରେ ବଡମ୍ବା ପୋଲିସ ପକ୍ଷରୁ ଜଣେ ଗିରଫ ହୋଇଛି। ଚଣ୍ଡୀ ମଙ୍ଗଳ ଅଞ୍ଚଳରେ ଚୋରି କରିଥିବା ବେଳେ ଥାନା ରେ ମାମଲା ହୋଇଥିଲା। ଏନେଇ ପୋଲିସ ଏହି ଯୁବକ କୁ କାଲିଠୁଁ ଆଣି ଅନେକ ପଚରା ଉଚରା କରିଥିଲା। ପରେ ରାତ୍ରି ରେ କୋର୍ଟ ଚାଲାଣ କରାଯାଇଛି।