ବଡମ୍ବା: ଖାରୋଡ଼ ଗାଁରେ ପଶି ସାଇକେଲ ଭାଙ୍ଗିଲେ ହାତୀପଲ, ଅନେକ ଆହତ
ଗାଁ ମୁହାଁ ହାତୀ ପଲ ଭୟରେ ଗ୍ରାମବାସୀ। ଆଜି ସନ୍ଧ୍ୟା ରେ ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ଖାରୋଡ଼ ଗ୍ରାମର ବୈକୁଣ୍ଠ ବେହେରା ଙ୍କ ପୁଅ ପୀତାମ୍ବର ବେହେରା ଆଜି ନିଜ ସାଙ୍ଗ ବାଦଲ ବେହେରା,ପବନା ବେହେରା, ଜ୍ଞାନ ବେହେରାଙ୍କ ସମେତ ଗ୍ରାମ ର ଯୁବକ ମାନେ କ୍ରିକେଟ ଖେଳି ଫେରୁଥିବା ବେଳେ ହାତୀ ଗୋଡ଼ାଇ ଥିଲା। ସମସ୍ତେ ନିଜ ଜୀବନ ବଞ୍ଚାଇ ନେଇଥିବା ବେଳେ ପିତାମ୍ବର ଙ୍କ ସାଇକେଲ ଟି ହାତୀ ଦଳୀ ଦେଇଥିବା ପିତାମ୍ୱର ଅଭିଯୋଗ କରିଛନ୍ତି ।