Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

ବଡମ୍ବା: ମାନପୁର ରେ କାଠଚୋରି ବେଳେ ଧରିଲେ ଯୁବକ

Badamba, Cuttack | May 5, 2025
ବିଳମ୍ବିତ ଭୋର ସମୟ ରୁ ମାନପୁର ଗାଁରୁ କାଠ ଚୋରି ବେଳେ ଧରିଲେ ଯୁବକ। ଉଇକାଲି ପଟାସ ଗଛ କାଟି ସେହି ଗାଁର ଜଣେ ବ୍ୟକ୍ତି ବିକ୍ରି କରୁଥିଲେ। ଯାହାକୁ ନେଇ ଗ୍ରାମର ର କିଛି ଗ୍ରାମବାସୀ ଓ ଯୁବକ ଏହାକୁ ଅଟକାଇ ରଖିଥିବା ଖବର ପାଇଥିଲା ପୋଲିସ। ଆଜି ସକାଳୁ ବନ ବିଭାଗ ଓ ପୋଲିସ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।