ବଡମ୍ବା: ଆଠଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରା ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୩ ଟି ମାଙ୍କଡା ପଥର ଟ୍ରକ ଜବତ ।
ଅପରାହ୍ନ ରେ ଆଠଗଡ଼ ତିଗିରିଆ ଅଞ୍ଚଳରୁ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ମାଙ୍କଡା ପଥର ଟ୍ରକ ଜବତ। ଆଠଗଡ଼ ଉପଜିଲ୍ଲାପାଳଙ୍କ ଦ୍ବାରା ବେଆଇନ ଭାବେ ଚୋରାଚାଲାଣ ହେଉଥିବା ୩ ଟି ମାଙ୍କଡା ପଥର ଟ୍ରକ ଜବତ ।