ରାୟଗଡା: ଗଜପତିରେ ଆୟୋଜିତ ହେଲା ସିଡ୍ ବଲ୍ ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ରାୟଗଡ଼ ପି.ଏମ୍.ଶ୍ରୀ ସରକାରୀ ହାଇସ୍କୁଲରେ ସିଡ୍ ବଲ୍ ପ୍ରସ୍ତୁତି ଉପରେ କ୍ଷମତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ। ୪ଟି ବ୍ଲକର ୫୦ ଶିକ୍ଷକ-ଶିକ୍ଷୟିତ୍ରୀ ବୃକ୍ଷରୋପଣ ପାଇଁ ସିଡ୍ ବଲ୍ ପ୍ରସ୍ତୁତିର ତାଲିମ ନେଲେ।