ପାରଳାଖେମୁଣ୍ଡି: ମୋହନା: ପଥର ମାଡ଼ ଓ ମାଡ଼ପିଟ ମାମଲାରେ ଦୋଷୀ ସାବ୍ୟସ୍ତ, କୋର୍ଟଙ୍କ କଡ଼ା ଚେତାବନୀ
ଗଜପତି ଜିଲ୍ଲା ମୋହନାରେ ପୂର୍ବ ଶତ୍ରୁତାକୁ ନେଇ ପଥର ମାଡ଼ କରିଥିବା ଅଭିଯୁକ୍ତ ଗୋବିନ୍ଦ ବିନ୍ଧାଣିଙ୍କୁ ଜେ.ଏମ୍.ଏଫ.ସି. କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା ୧୧୫(୨) ଅନୁଯାୟୀ କୋର୍ଟ ତାଙ୍କୁ ଭର୍ତ୍ସନା କରିବା ସହ ଭବିଷ୍ୟତ ପାଇଁ କଡ଼ା ଚେତାବନୀ ଦେଇଛନ୍ତି।