ଗୁରଣ୍ଡି: ମୀନକେତନ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା
ଗୁରାଣ୍ଡି ମୀନକେତନ ସ୍ନାତକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ କାହ୍ନା ପାତ୍ର ସଭାପତି ଭାବେ ବିଜୟୀ। ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ନିର୍ବାଚନ। ବିଜୟୀ ପ୍ରାର୍ଥୀଙ୍କ ତାଲିକା ଏବଂ ସମ୍ପୂର୍ଣ୍ଣ ଖବର ପାଇଁ ଭିଡିଓଟି ଦେଖନ୍ତୁ।