ନୁଆଗଡ: ଗଜପତି: ୪ ମାସ ହେଲା ମିଳିନି ଭତ୍ତା, ବ୍ଲକରେ ୨୭୩୧ ଜଣ ବଞ୍ଚିତ, ପଞ୍ଚାୟତ ଅଫିସରେ ତାଲା
Nuagad, Gajapati | Oct 16, 2026
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ଭତ୍ତା ପାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ। ବଡ଼ପଦା ପଞ୍ଚାୟତରେ ଭତ୍ତାଧାରୀମାନେ କାର୍ଯ୍ୟାଳୟରେ ତାଲା ପକାଇଲେ। ବ୍ଲକରେ ମୋଟ ୨୭୩୧ ଜଣ ହିତାଧିକାରୀ ଭତ୍ତା ପାଇନଥିବା ସୂଚନା।