ପାରଳାଖେମୁଣ୍ଡି: ମହିଳା ସ୍ନାତକ ମହାବିଦ୍ୟାଳୟରେ ନିର୍ବାଚିତ ଛାତ୍ରୀ ପ୍ରତିନିଧିଙ୍କ ଶପଥ ଗ୍ରହଣ
ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜି ନିର୍ବାଚିତ ଛାତ୍ରୀ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷାଙ୍କ ଦ୍ୱାରା ଶପଥ ପାଠ ପରେ ଛାତ୍ରୀମାନେ ନାଚ ଗୀତ ମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରିଥିଲେ।