ନୁଆଗଡ: ନୂଆଗଡ଼ ବ୍ଲକରେ ତ୍ରୁଟି ମୁକ୍ତ ଭୋଟର ତାଲିକା ପାଇଁ ପ୍ରଶିକ୍ଷଣ ଶିବିର
Nuagad, Gajapati | Oct 16, 2026
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକରେ ତ୍ରୁଟି ମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆୟୋଜିତ ହୋଇଛି ବ୍ଲକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ୬୯ଟି ବୁଥ ପାଇଁ ସର୍ଭେକ୍ଷଣ ଦଳ, ଆଶା ଓ ଅଙ୍ଗନାୱଡି କର୍ମୀଙ୍କୁ ଦିଆଗଲା ତାଲିମ।