ପାଟଣାଗଡ: ବେଙ୍ଗାଲୁରୁ ଡାକ୍ତରଖାନାରେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ବନ୍ଧକ, ସହାୟତା ପାଇଁ ପରିବାରର ନିବେଦନ
ବେଙ୍ଗାଲୁରୁରେ ବଲାଙ୍ଗୀରର ଯୁବକ ଜଗତ ନାଗଙ୍କ ମୃତ୍ୟୁ। ଚିକିତ୍ସା ଖର୍ଚ୍ଚ ଏକ ଲକ୍ଷ ଚବିଶ ହଜାର ଟଙ୍କା ବାକି ଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ଦେଉନଥିବା ଅଭିଯୋଗ। ମୃତଦେହ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାରର ଗୁହାରି।