ଦୀପାବଳି ସରିଲା, ହେଲେ ସଫେଇ କର୍ମଚାରୀଙ୍କ କାମ ସରିନି ଘର ସଂସାର ଛାଡ଼ି ବଡ଼ି ଭୋରୁ ସହର ସଫା କରିବାରେ ଲାଗିପଡ଼ିଛନ୍ତି ମାଲକାନଗିରି ପୌର ପରିଷଦର ସଫେଇ କର୍ମଚାରୀ। #BreakingNews #Malkangiri #malkangirimunicipality #collector #MalkangiriDistrict #SanitationWorkers