Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଶୈଳଶ୍ରୀ ବିହାର ଅଞ୍ଚଳରେ ଘରୁ ଲୁଟ ଘଟଣା, ଜଣକୁ ଗିରଫ ନେଇ ପୋଲିସ କମିଶନରଙ୍କ ଅଫିସରେ ଡିସିପିଙ୍କ ପ୍ରତିକ୍ରିୟା

ଚନ୍ଦ୍ରଶେଖର ପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘରୁ ଲୁଟ ଘଟଣା | ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ | ତା ନାଁ ହେଉଛି ଅନନ୍ତ ପଣ୍ଡା | ତା ନିକଟରୁ ଲୁଟ ର ସୁନା ଅଳଙ୍କାର,ଟଙ୍କା ଜବତ କରା ଯାଇଛି | ଆଉ କେଉଁଟି କେଉଁଟି ସେ ସୁନା ଗହଣା ବିକ୍ରି କରିଛି ସେନେଇ ଖୋଳ ତାଡ଼ କରୁଛି ପୋଲିସ |

MORE NEWS