କଟକ ସଦର: ଢେଙ୍କାନାଳରେ ସଡ଼କ ଦୁର୍ଘଟଣା: ନିର୍ବାହୀ ଯନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ
ଢେଙ୍କାନାଳ ନେତାଜୀ ନଗର ନିକଟରେ ନିର୍ବାହୀ ଯନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଫର୍ନିଚର ବ୍ୟବସାୟୀ ପ୍ରଦୀପ ପରିଡ଼ାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଯନ୍ତ୍ରୀ ଜଣକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।