କଟକ ପୌରାଞ୍ଚଳ: ବାତ୍ୟା ଅର୍ଣ୍ଣବ: ଗଞ୍ଜାମ ପାଇଁ କଟକ ମହାନଗର ନିଗମର ସହାୟତା
ବାତ୍ୟା ଅର୍ଣ୍ଣବରେ ପ୍ରଭାବିତ ଗଞ୍ଜାମ ଜିଲ୍ଲା ପାଇଁ କଟକ ମହାନଗର ନିଗମ ପଠାଇଲା ରିଲିଫ୍ ସାମଗ୍ରୀ। ମେୟର ସୁବାସ ସିଂହଙ୍କ ଉପସ୍ଥିତିରେ ଚୁଡ଼ା, ଗୁଡ଼, ବିସ୍କୁଟ୍ ଓ ପାନୀୟ ଜଳ ବୋଝେଇ ଟ୍ରକ୍ ଗଞ୍ଜାମ ଅଭିମୁଖେ ଯାତ୍ରା କଲା।