କଟକ ପୌରାଞ୍ଚଳ: ଇଞ୍ଜିନିୟର ପ୍ରସନଜିତ ଦାସଙ୍କ ଲକରରୁ ମିଳିଲା 606 ଗ୍ରାମ ସୁନା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ପ୍ରସନଜିତ ଦାସଙ୍କ ଲକରରୁ 606.30 ଗ୍ରାମ ସୁନା ଜବତ। 3 ଦିନିଆ ରିମାଣ୍ଡରେ ଅଛନ୍ତି ଅଭିଯୁକ୍ତ। ଏହି ମାମଲାରେ ପୂର୍ବରୁ 21,88,620 ଟଙ୍କା ନଗଦ ଜବତ ହୋଇସାରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।