କଟକ ପୌରାଞ୍ଚଳ: କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ ନେଇ ଛାତ୍ରୀଙ୍କ ଦାବି
କଟକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର। କଲେଜ ସାଇନ୍ ଡାଏ ଘୋଷଣା ହେବା ପରେ ବାତିଲ ହୋଇଥିଲା ଶପଥ ଗ୍ରହଣ ଉତ୍ସବ। ଦଶହରା ଛୁଟି ସରିଲେ ମଧ୍ୟ କାର୍ଯ୍ୟକ୍ରମ ନହେବାରୁ କଲେଜରେ ଅସନ୍ତୋଷ।