ଲଖନପୁର: କୁଡ଼ାଲୋଇ କୋଇଲା ଖଣି ପାଇଁ ଜନଶୁଣାଣି: ପ୍ରଭାବିତ ପରିବାରଙ୍କ ସମସ୍ୟା ଓ ମତାମତ ସଂଗ୍ରହ
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କୁଡ଼ାଲୋଇ କୋଇଲା ଖଣି ପ୍ରକଳ୍ପ ପାଇଁ ପୁନର୍ବାସ ଓ ଥଇଥାନ ଯୋଜନା ନିମନ୍ତେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଭାବିତ ପରିବାରଙ୍କ ଜୀବନଜୀବିକା ଓ ସୁବିଧା ସୁଯୋଗ ସମ୍ପର୍କରେ ମତାମତ ନିଆଯାଇଛି।