ଝାରସୁଗୁଡା: ଝାରସୁଗୁଡ଼ାର ବରିଷ୍ଠ ଆଇନଜୀବୀ ସୁରେଶ କୁମାର ମେହେରଙ୍କ ପୁତ୍ରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ
ଝାରସୁଗୁଡ଼ାର ବରିଷ୍ଠ ଆଇନଜୀବୀ ସୁରେଶ କୁମାର ମେହେରଙ୍କ ପୁତ୍ରଙ୍କ ବିୟୋଗ ପରେ ଆଜି ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶ୍ରଦ୍ଧାଳୁ ଓ ସହକର୍ମୀମାନେ ଯୋଗଦେଇ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।