ଝାରସୁଗୁଡା: ଝାରସୁଗୁଡ଼ାରେ ନୂତନ ହିତାଧିକାରୀଙ୍କୁ ମିଳିଲା ମଧୁବାବୁ ପେନସନ
ଝାରସୁଗୁଡ଼ା ଏମ୍ସିଏଲ୍ ଅଡିଟୋରିୟମଠାରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ନୂତନ ୟୁପିଏମ୍ସି ପୋର୍ଟାଲ ମାଧ୍ୟମରେ ପେନସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ପ୍ରୟାସ ଜାରି ରହିଛି।