ଝାରସୁଗୁଡା: କିର୍ମିରା ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ: ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା ଜିଲ୍ଲାର କିର୍ମିରାଠାରେ ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ। ଏଥିରେ ଅଞ୍ଚଳର ବିକାଶ, ଜନସମସ୍ୟା ଓ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା କରାଯାଇଛି। #Jharsuguda #Kirmira #PanchayatSamiti #DevelopmentNews