Public App Logo
Jansamasya
News
Bjp
National
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Narendramodi
Nitishkumar
Madhya_pradesh
सोशल_मीडिया
Nsui
Pmmodi
Rahulgandhi
Actor
Haryana
Uttarpradesh
Cricket
Crimenews

ସମ୍ବଲପୁର ମ୍ୟୁନିସିପାଲଟି: ଶିଖ ଧର୍ମ ର ଗୁରୁ ଗୁରୁ ନାନକ ଜୟନ୍ତୀ ପାଳିତ

ଶିଖ ଧର୍ମ ର ଗୁରୁ ଗୁରୁ ନାନକ ଜୟନ୍ତୀ ଆଜି ପାଳିତ ହେଇଯାଇଛି l ଏହି ଅବସର ରେ ମୋଦିପଡା ଛକ ନିକଟସ୍ଥ ଗୁରୁଦ୍ୱାରା ରୁ ଏକ ରାଲି ସହର ପରୀକ୍ରମା କରିଥିଲା l ଏହି ରାଲି ଟି ଆଜି ରାତି 7ଟାରେ ଗୋଲ ବଜାର ଛକ ପହଁଚି ବା ପରେ ବିଭିନ୍ନ ଧର୍ମ ର ଲୋକମାନଙ୍କ ସହ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ସ୍ୱାଗତ କରିଥିଲେ l

MORE NEWS