Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ସମ୍ବଲପୁର ମ୍ୟୁନିସିପାଲଟି: ସିନ୍ଦୁରପଙ୍କ ଛକ ନିକଟରେ ସଡ଼କ ଦୁର୍ଘଟଣା, ମହିଳା ଆହତ ଅବସ୍ଥାରେ ମେଡିକାଲରେ ଭର୍ତି

Sambalpur M, Sambalpur | Nov 19, 2025
ସିନ୍ଦୁରପଙ୍କ ଛକ ନିକଟରେ ମହିଳାଙ୍କୁ ପିଟିଲା ବାଇକ ଆହତ ଅବସ୍ଥାରେ ମେଡିକାଲ ରେ ଭର୍ତି l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ମହିଳା ଜଣକ ତାଙ୍କ ଭଉଣୀ କୁ ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ ଏକ ଦୁଇ ଜଣ ଯୁବକ ଏକ ବାଇକରେ ଆସି ହଟାତ ତାଙ୍କୁ ଧକ୍କା ଦେଇଥିଲା l ଯାହାଫଳରେ ମହିଳା ଏବଂ ତାଙ୍କ ଭଉଣୀ ଆହତ ହୋଇଥିଲେ l ମହିଳାଙ୍କୁ ମେଡିକାଲ ଆଣି ଚିକିତ୍ସା କରାଯାଇଛି l ସେପଟେ ବାଇକ ଚାଳକ ଫେରାର ହୋଇ ଯାଇଛନ୍ତି l

MORE NEWS