ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ପୋଲିସ ଦ୍ୱାରା ଠାକୁରପଡା ସ୍ଥିତ ରେଳ ଅଣ୍ଡରପାସରୁ ବ୍ରାଉନ ସୁଗାର ଜବତ, 2ଗିରଫ
କ୍ଷେତରାଜପୁର ପୋଲିସ ଦ୍ୱାରା ଠାକୁରପଡା ସ୍ଥିତ ରେଳ ଅଣ୍ଡରପାସରୁ 15.9 ଗ୍ରାମ ବ୍ରାଉନ ସୁଗାର ଜବତ, 2,ଗିରଫ ଗିରଫ ଅଭିଯୁକ୍ତମାନେ ହେଲେ ବୁଢ଼ାରାଜାର ଅଭିଷେକ ସୋରେନ, ଶାନ୍ତିନଗରର ଶୁକାନ୍ତ ପ୍ରଧାନ ମିଳିଥିବା ସୂଚନା ଅନୁଯାଇ ଉକ୍ତ ଯୁବକମାନେ ବେଆଇନ ଭାବେ ବ୍ରାଉନ ସୁଗାର କାରବାର କରୁଥିବା ଖବର ପାଇ ପୋଲିସ ଘଟଣାସ୍ଥଳ ରେ ଚଢାଉ କରିଥିଲା l