ବାରିପଦା ସଦର: ବାରିପଦା ଦେବେନ୍ଦ୍ରପୁରରେ ପାଳିତ ହେଲା 11ତମ ଗଜଲକ୍ଷ୍ମୀ ପୂଜା
ବାରିପଦା ସହରର 25 ନମ୍ବର ୱାର୍ଡ ଦେବେନ୍ଦ୍ରପୁର ଠାରେ 11ତମ ଗଜଲକ୍ଷ୍ମୀ ପୂଜା ଆନନ୍ଦଉଲ୍ଲାସ ସହ ପାଳିତ ହୋଇଛି। ସ୍ଥାନୀୟ କାଉନସିଲର ଓ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିବା ବେଳେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।