ବାରିପଦା ସଦର: ମୟୂରଭଞ୍ଜର ସମସ୍ତ ଥାନାରେ ସ୍ପେଶାଲ ମର୍ଣ୍ଣିଂ ରୋଲ କଲ୍ ଓ ବ୍ରିଫିଙ୍ଗ
ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନାରେ ଆଇନ ଶୃଙ୍ଖଳା ସୁଦୃଢ଼ କରିବା ଓ ଜନସେବାକୁ ତ୍ୱରାନ୍ୱିତ କରିବା ପାଇଁ ମର୍ଣ୍ଣିଂ ରୋଲ କଲ୍ ଓ ବ୍ରିଫିଙ୍ଗ ପରେଡ ଅନୁଷ୍ଠିତ ହୋଇଛି । ପୋଲିସ କର୍ମଚାରୀଙ୍କୁ ସର୍ବଦା ସତର୍କ ରହିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଉଚ୍ଚ ପଦାଧିକାରୀମାନେ ଦେଇଛନ୍ତି ସ୍ୱତନ୍ତ୍ର ମାର୍ଗଦର୍ଶନ ।