ବାରିପଦା ସଦର: ମୟୂରଭଞ୍ଜ: ପୁଲିସ ଥାନାରେ ସକାଳ ପରେଡ୍ ଓ ସମୀକ୍ଷା ବୈଠକ
ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଥାନାରେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସକାଳ ପରେଡ୍ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜନସାଧାରଣଙ୍କୁ ଉତ୍ତମ ସେବା ଓ ଆଇନଶୃଙ୍ଖଳା ରକ୍ଷା କରିବା ନେଇ ଦିଆଯାଇଛି ନିର୍ଦ୍ଦେଶ।