ବାରିପଦା ସଦର: ବାରିପଦା: ପାଲବଣି ସର୍ଭିସ ରୋଡରେ ଓଲଟିଲା କାର, ୪ ଜଣ ଅଳ୍ପକେ ବର୍ତ୍ତିଲେ
ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ପାଲବଣି ଓଭରବ୍ରିଜ ସର୍ଭିସ ରୋଡରେ କାର ଦୁର୍ଘଟଣାଗ୍ରସ୍ତ। ଭାରସାମ୍ୟ ହରାଇ ଓଲଟିଲା କାର, ଚାଳକଙ୍କ ସମେତ ୪ ଜଣ ସୁରକ୍ଷିତ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।