ବାରିପଦା ସଦର: ବାରିପଦାରେ ଆରମ୍ଭ ହେଲା ଦଶହରା କପ୍ ସିଜନ୍-3 କ୍ରିକେଟ୍ ଟୁର୍ନାମେଣ୍ଟ
ବାରିପଦା ମଧୁବନ ଖେଳ ପଡ଼ିଆରେ ଦଶହରା କପ୍ ସିଜନ୍-3 କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜିତ। କାର୍ଯ୍ୟକ୍ରମରେ ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓ ଦେବାଶିଷ ମହାନ୍ତି ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି। ନଛି ଭାଇ ଫ୍ୟାନ୍ କ୍ଲବ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।