ବାରିପଦା ସଦର: ଅଉଁଳାଯୋଡ଼ି ଜଙ୍କସନରେ 3ଟି ନୂଆ ପ୍ଲାଟଫର୍ମ ନିର୍ମାଣ ପାଇଁ ଦାବି
ଅଉଁଳାଯୋଡ଼ି ରେଳ ଷ୍ଟେସନରେ ଯାତ୍ରୀଙ୍କ ସମସ୍ୟା ଦୂର କରିବା ପାଇଁ 3ଟି ନୂଆ ପ୍ଲାଟଫର୍ମ ନିର୍ମାଣ କରିବାକୁ ଦାବି କରାଯାଇଛି। ଭବିଷ୍ୟତରେ ଟ୍ରେନ୍ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଭିତ୍ତିଭୂମି ବିକାଶ ପାଇଁ ଅନୁରୋଧ କରାଯାଇଛି।