ବାରିପଦା ସଦର: ବାତ୍ୟା ଆଶଙ୍କା: ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସ୍ଥଗିତ
ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସ୍ଥଗିତ। ପୂର୍ବରୁ ଅକ୍ଟୋବର ୨୮ ଓ ୨୯ରେ ହେବାକୁ ଥିବା କାର୍ଯ୍ୟକ୍ରମ ଏବେ ନଭେମ୍ବର ୪ ଓ ୫ ତାରିଖକୁ ଘୁଞ୍ଚିଛି। ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏହି ସୂଚନା ଦେଇଛନ୍ତି।