ବାରିପଦା ସଦର: ମୟୂରଭଞ୍ଜ: ଦୁର୍ନୀତି ନିବାରଣ ସପ୍ତାହରେ ସାଧୁତାର ଶପଥ ପାଠ କଲେ ଜିଲ୍ଲା ଅଧିକାରୀ
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକାରୀମାନେ ସାଧୁତାର ଶପଥ ନେଇଛନ୍ତି। ଓସ୍ୱାନ ମାଧ୍ୟମରେ ଆଭାସୀ ଭାବେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।