Public App Logo
Jansamasya
News
Bjp
National
Police
Bihar
बिहार
India
कांग्रेस
भाजपा
Congress
Modi
Delhi
Viral
Jharkhand
Rajasthan
Bollywood
Patna
Breakingnews
Narendramodi
Madhya_pradesh
Cm
Pmmodi
Rahulgandhi
यूपी
Uttarpradesh
Haryana
Uttarakhand
Crimenews
Aap

ଜରଡା: ସୁରଙ୍ଗୀ ଠାରେ ବାସି ରଥଯାତ୍ରା ଅନୁଷ୍ଠିତ ।

Jarada, Ganjam | Jun 28, 2025
ସୁରଙ୍ଗୀ ଠାରେ ବାସି ରଥଯାତ୍ରା ଅନୁଷ୍ଠିତ । ଗତକାଲି ସାରା ବିଶ୍ୱରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ରଥଯାତ୍ରାର ଦିନକ ପରେ ଅର୍ଥାତ୍ ଆଜି ଅପରାହ୍ନ ସାଢେ଼ ଚାରି ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସୁରଙ୍ଗୀ ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ରୀତି ନୀତି ଅନୁସାରେ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପୂର୍ବ କାଳରେ ଚିକିଟି , ଜରଡା ଓ ସୁରଙ୍ଗିରେ ଏକ ସମୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ରଥ ଟାଣିବା ପାଇଁ ଲୋକଙ୍କ ଅଭାବ ହେଉଥିଲା। ଯାହାକି ସୁରଙ୍ଗୀରେ ରଥଯାତ୍ରାର ଦିନକ ପରେ ରଥଯାତ୍ରା ହୁଏ। ଏହି ପରମ୍ପରା ବହୁ ଦିନରୁ ଚଳି ଆସୁଥିବ